ଓଡ଼ିଶା ଗସ୍ତରେ ଆସୁଛନ୍ତି ନିର୍ବାଚନ କମିଶନଙ୍କ ଟିମ

ଚଳିତ ସପ୍ତାହରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ନିର୍ବାଚନ କମିଶନଙ୍କ ଟିମ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ୨୦୨୪ ନିର୍ବାଚନର ପ୍ରସ୍ତୁତି ନେଇ ଚୂଡାନ୍ତ ସମୀକ୍ଷା କରିବେ।

ଚଳିତ ସପ୍ତାହରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ନିର୍ବାଚନ କମିଶନଙ୍କ ଟିମ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ୨୦୨୪ ନିର୍ବାଚନର ପ୍ରସ୍ତୁତି ନେଇ ଚୂଡାନ୍ତ ସମୀକ୍ଷା କରିବେ। ନିକଟରେ ନୂଆଦିଲ୍ଲୀରେ ନିର୍ବାଚନ କମିଶନ ସବୁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକରୀଙ୍କ ସହ ଦୁଇ ଦିନିଆ ବୈଠକ କରିଥିଲେ। ସ୍ବଚ୍ଛ,ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ବ ଦେଇଥିଲେ । ଏସବୁ ଭିତରେ ଦେଶରେ ଏପ୍ରିଲ-ମେ ନା ମାର୍ଚ୍ଚ-ଏପ୍ରିଲରେ ଭୋଟ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.