ରାଜଗାଙ୍ଗପୁର ବନାଞ୍ଚଳରେ ପଲ ଛଡ଼ା ଦନ୍ତା ହାତୀ ଆତଙ୍କ, ଆକ୍ରମଣରେ ବୃଦ୍ଧା ମୃତ

ହାତୀ ଆକ୍ରମଣରେ ବୃଦ୍ଧା ମୃତ। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବନାଞ୍ଚଳରେ ପଲ ଛଡ଼ା ଦନ୍ତା ହାତୀ ଆତଙ୍କ ଖେଳାଉଛି । ଗତକାଲି ରାତିରେ କଦମବହାଲ ଗାଁରେ ହାତୀ ପଶିଥିବା ବେଳେ ଗ୍ରାମବାସୀ ପାଟିତୁଣ୍ଡ କରିଥିଲେ।

ସୁନ୍ଦରଗଡ଼(କେନ୍ୟୁଜ୍) :  ହାତୀ ଆକ୍ରମଣରେ ବୃଦ୍ଧା ମୃତ। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବନାଞ୍ଚଳରେ ପଲ ଛଡ଼ା ଦନ୍ତା ହାତୀ ଆତଙ୍କ ଖେଳାଉଛି । ଗତକାଲି ରାତିରେ କଦମବହାଲ ଗାଁରେ ହାତୀ ପଶିଥିବା ବେଳେ ଗ୍ରାମବାସୀ ପାଟିତୁଣ୍ଡ କରିଥିଲେ। ପାଟିତୁଣ୍ଡ ଶୁଣି ବୃଦ୍ଧା ଚାରୱା ଏକା ଘର ବାହାରକୁ ପଳାଇ ଆସିଥିଲେ। ଏତିକି ବେଳେ ଦନ୍ତା ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଟେକି ଫୋପାଡ଼ି ଦେଇଥିଲା। ଘଟଣା ସ୍ଥଳରେ ବୃଦ୍ଧା ଚାରୱାଙ୍କ ମୃତ୍ୟୁ ଘଟିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.