ପାଣି ପିଇବାକୁ ଆସି ପୋଖରୀରେ ଫସିଗଲା ହାତୀ
ରେଢାଖୋଲ(କେନ୍ୟୁଜ): ପାଣି ପିଇବାକୁ ଆସି ଫସିଗଲା ହାତୀ । ସମ୍ବଲପୁର ବନଖଣ୍ଡ ଯୁଯୁମୁୁରା ବ୍ଲକ ବଡସାହି ଫରେଷ୍ଟ ରେଞ୍ଜରେ ଏକ ପୋଖରୀରେ ଫସିଲା ହାତୀ ।
ଗତକାଲି ରାତିରେ ପୋଖରୀକୁ ପାଣି ପିଇବାକୁ ଯାଇ ହାତୀଟି ଫସି ରହିଛି। ଘଟଣାସ୍ଥଳରେ ବନବିଭାଗର କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡିଛି ।