Below header

୧୦ ଜୀବନ ଗଲା ପରେ ଶକ୍ତି ବିଭାଗର ଭାଙ୍ଗିଲା ନିଦ, କମ୍ ଉଚ୍ଚତାରେ ଝୁଲିଥିବା ୧୧ କେଭି ତାରର ସ୍ଥାନ ଚିହ୍ନଟ କଲା ଶକ୍ତି ବିଭାଗ

କେନ୍ୟୁଜ୍(ବ୍ୟୁରୋ): ବ୍ରହ୍ମପୁର ମେଣ୍ଢାରାଜପୁରରେ ବସରେ ୧୧କେ.ଭି ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣା ପରେ ଶକ୍ତି ବିଭାଗର ଚେତା ପଶିଛି । ରାଜ୍ୟରେ କେଉଁ କେଉଁ ସ୍ଥାନରେ ୧୧ କେ.ଭି ତାର ରାସ୍ତା ଉପରେ ଝୁଲି ରହିଛିି ସେହି ସ୍ଥାନ ଚିହ୍ନଟ କରୁଛି ଶକ୍ତି ବିଭାଗ । ଲୋକସେବା ଭବନରେ ଭିଡିଓ କନଫେରେନ୍ସିଂରେ ସବୁ ଜିଲ୍ଲାପାଳ ଏବଂ ଏସପିଙ୍କ କଥା ହୋଇଛନ୍ତି ଶକ୍ତି ମନ୍ତ୍ରୀ । ଏଥିପାଇଁ ସେଫଟି ଅଫିସର ନିଯୁକ୍ତି କରାଯିବାକୁ କୁହାଯାଇଛି । ରାସ୍ତା ଉପରେ ୨୨ଫୁଟ ଉଚ୍ଚତାରେ ୧୧କେ.ଭି ତାର ଯିବାର ନିୟମ ରହିଛି ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.