ମାଲକାନଗିରି: ଯବାନ-ମାଓବାଦୀ ମୁହାଁମୁହିଁ, ମୁଦୁଲିଗୁଡ଼ା ଜଙ୍ଗଲରେ ଗୁଳିବିନିମୟ

ମାଲକାନଗିରି(କେନ୍ୟୁଜ୍) : ଯବାନ-ମାଓବାଦୀ ମୁହାଁମୁହିଁ। ବାଲିମେଳା ଥାନା ଅନ୍ତର୍ଗତ ମୁଦୁଲିଗୁଡ଼ା ଜଙ୍ଗଲରେ ଗୁଳିବିନିମୟ ହୋଇଛି। ମାଓ ଶିବିରି ଚାଲିଥିବା ଖବର ପାଇ DVF ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ୍‌ କରାଯାଇଥିଲା। ପୋଲିସ ଗୁଳିରେ କିଛି ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।

ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ବିସ୍ଫୋରକ ଓ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି। ଆନ୍ଧ୍ର ଓଡ଼ିଶା ବର୍ଡର ଜୋର୍ଣ୍ଣାଲ କମିଟି ମାଓ ସଙ୍ଗଠନ ପକ୍ଷରୁ କିଛି ବଡ଼ ଅଘଟଣ ଘଟାଇବା ପାଇଁ ଯୋଜନା କରୁଥିଲେ ମାଓବାଦୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.