ପୁରୀ ବେଳାଭୂମିରେ ବାଲୁକା ଚିତ୍ରକଳାରେ ହୋଲି ପର୍ବର ଶୁଭେଛା ଜଣାଇଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ବାଲୁକାକଳାରେ ରଙ୍ଗର ପର୍ବର ଅଭିନନ୍ଦନ। ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା ନିର୍ମାଣ କରି ଶୁଭେଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

ତେବେ ଚଳିତ ବର୍ଷ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ଥିବାରୁ ଘରେ ରହି ହୋଲି ପାଳିବାକୁ ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି। ମାସ୍କ ପିନ୍ଧିବା, ହାତ ସାନିଟାଇଜ୍‌ କରିବା ପାଇଁ ସୁଦର୍ସନ ତାଙ୍କ ବାଲୁକା ଚିତ୍ରକଳାରେ ସଚେତନତା ଦେଇଛନ୍ତି।

Leave A Reply

Your email address will not be published.