ଲୋକସେବା ଭବନରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ କରିବାକୁ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ

ଭୁବନେଶ୍ୱର ଲୋକସେବା ଭବନରେ ନିଆଁ ଲାଗିଯାଇଛି। ଲୋକସେବା ଭବନର ପ୍ରଥମ ମହଲାରେ ନିଆଁ ଲାଗିଛି । ଏହି ପ୍ରଥମ ମହଲାରେ ରାଜସ୍ୱ ବିଭାଗର କାର୍ଯ୍ୟାଳୟ ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ଲୋକସେବା ଭବନରେ ନିଆଁ ଲାଗିଯାଇଛି। ଲୋକସେବା ଭବନର ପ୍ରଥମ ମହଲାରେ ନିଆଁ ଲାଗିଛି । ଏହି ପ୍ରଥମ ମହଲାରେ ରାଜସ୍ୱ ବିଭାଗର କାର୍ଯ୍ୟାଳୟ ରହିଛି । ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିବାକୁ ଉଦ୍ୟମ କରୁଛି । ତେବେ ନିଆଁ କିପରି ଲାଗିଲା ତାହା ଜଣାପଡ଼ିନାହିଁ। ସର୍ଟ ସର୍କିଟରୁ ଲାଗିଲା ନା ଆଉ କିଛି କାରଣ ଅଛି ଜଣାପଡ଼ି ନାହିଁ। ନିଆଁ ଲାଗି ଲୋକସଭାରେ କ’ଣ କ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।

 

 

Leave A Reply

Your email address will not be published.