ଗ୍ୟାସ୍‌ ଲିକ୍‌ ଯୋଗୁ ହୋଟେଲରେ ଲାଗିଲା ନିଆଁ!

 ଯାଜପୁର ଟାଉନ୍‌(କେନ୍ୟୁଜ୍): ହୋଟେଲରେ ନିଆଁ। ଯାଜପୁର ଟାଉନ୍‌ ମେଡିକାଲ ଛକ ସ୍ଥିତ ରୁଚିକା ହୋଟେଲରେ ଅଗ୍ନିକାଣ୍ଡ ହୋଇଛି । କେମିତି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା କାରଣ ଜଣା ପିଡିନି । ତେବେ ଗ୍ୟାସ୍‌ ଲିକ୍‌ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା । ନିଆଁ ଲିଭାଇବାକୁ ୩ଟି ଦମକଳ ଗାଡି ପହଂଚିଛି। ଅଗ୍ନିକାଣ୍ଡର କ୍ଷୟକ୍ଷତି ନେଇ ସ୍ପଷ୍ଟ ହୋଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.