Below header

ଭୁବନେଶ୍ୱର : ଏଜି ଛକ ନିକଟ ଭେଣ୍ଡିଂ ଜୋନ୍‌ରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ । ଏଜି ଛକ ନିକଟରେ ଥିବା ଏୟାର ଇଣ୍ଡିଆ ସିଟି ଅଫିସ୍‌ ନିକଟରେ ରହିଥିବା ଭେଣ୍ଡିଂ ଜୋନ୍‌ରେ ଏହି ଅଗ୍ନିକାଣ୍ଡ ଘଟିଛି । ନିଆଁ କିଭଳି ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ । ତେବେ ଅଗ୍ନିକାଣ୍ଡ ଅତ୍ୟନ୍ତ ଜୋରଦାର ଥିଲା । ଚାରିଟି ଦମ୍‌କଳ ଆସି ନିଆଁକୁ ଆୟତ୍ତ କରିଛନ୍ତି । ଏହି ଅଗ୍ନିକାଣ୍ଡରେ କେତେ କ୍ଷୟକ୍ଷତି ହୋଇଛି ତାହା ଜଣାପଡ଼ିନାହିଁ ।

1

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.