Below header

କଣ୍ଟାବାଞ୍ଜି ରେଳଷ୍ଟେସନ୍‌ରେ କୋଇଲା ବୋଝେଇ ଟ୍ରେନରେ ନିଆଁ !

କଣ୍ଟାବାଞ୍ଜି : କୋଇଲା ବୋଝେଇ ଟ୍ରେନରେ ନିଆଁ । କଣ୍ଟାବାଞ୍ଜି ରେଳଷ୍ଟେସନ୍‌ରେ ଏକ କୋଇଲା ବୋଝେଇ ଟ୍ରେନ୍‌ରୁ ଧୂଆଁ ବାହାରୁଥିବା ଦେଖି ରେଲୱେ କର୍ମଚାରୀ ଦମକଳ ବାହିନୀକୁ ଖବର ଦେଇଥିଲେ । କୋଇଲା ବୋଝେଇ ଟ୍ରେନରେ ଦୁଇଟି ବଗିରୁ ଧୂଆଁ ବାହାରୁଥିଲା । ସ୍ଥାନୀୟ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି । ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.