Below header

ପାରଳାଖେମୁଣ୍ଡି ବନ ସଂରକ୍ଷକଙ୍କ ଅର୍ଦ୍ଧଦଗ୍ଧ ଶରୀର ଉଦ୍ଧାର ଘଟଣା: କଟକର ଘରୋଇ ମେଡିକାଲରେ ବୁଜିଲେ ଆଖି

ଗଜପତି(କେନ୍ୟୁଜ୍): ଗତ କାଲି ନିଜ ସରକାରୀ ବାସଭବନରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିବା ସହକାରୀ ବନ ସଂରକ୍ଷକ ସୈମ୍ୟରଞ୍ଜନ ମହାପାତ୍ର ମୃତ । ପ୍ରଥମେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ସୈମ୍ୟରଞ୍ଜନ ପାରଳାଖେମୁଣ୍ଡି ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେଠାରୁ ବ୍ରହ୍ମପୁର ପରେ କଟକ ଅଧିକା ଚିକିତ୍ସା ପାଇଁ ସ୍ଥାନାନ୍ତର ହୋଇଥିଲେ।

ତାଙ୍କ ଦେହ ୯୦ପ୍ରତିଶତ ପୋଡିଯାଇଥିବାବେଳେ  ଚିକିତ୍ସିତ ଅବସ୍ଥା ରେ କଟକ ବୈଷ୍ଣବ ଅଶ୍ବୀନି ହସ୍ପିଟାଲରେ ତାଙ୍କର ମୁତ୍ଯୁ ଘଟିଥିବା ଜଣାପଡିଛି । ସେ କିପରି ଅଗ୍ନି ସଂସ୍ପର୍ଶରେ ଆସିଲେ କାରଣ ଅସ୍ପଷ୍ଟ  ରହିଥିବା ବେଳେ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିନଥିଲି ପତ୍ନୀ। ସେପଟେ ପୁଲିସ୍ ତଦନ୍ତ ଯାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.