ସାତକୋଶିଆ ବାଲିପୁଟ ଇକୋ ରିଟ୍ରିଟ୍‌ରେ ଅଗ୍ନିକାଣ୍ଡ, ୩ଟି ଟେଣ୍ଟରେ ଲାଗିଛି ନିଆଁ

କଟକ(କେନ୍ୟୁଜ୍):  ହୂତ୍ ହୂତ୍ ହୋଇ ଜଳିଲା ସାତକୋଶିଆ ବାଲିପୁଟ ଇକୋ ରିଟ୍ରିଟ୍‌। ହଠାତ ଆଜି ସକଳ ୫ ଟାରୁ ଇକୋ ରିଟ୍ରିଟରେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ କର୍ମଚାରୀ ନିଆଁକୁ ଦେଖିବା ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡରେ ୩ ଟେଣ୍ଟ ସମ୍ପୂର୍ଣ୍ଣ ଜଳିଯାଥିବାର ସୂଚନା ମିଳିଛି। ଅଳ୍ପକେ ବର୍ତ୍ତିଯାଇଛନ୍ତି  ଟ୍ରାନ୍ସପୋର୍ଟ କମିଶନର IPS ସଞ୍ଜିବ ପଣ୍ଡା ଓ ପର୍ଯ୍ୟଟକ । ତେବେ ଅଗ୍ନିକାଣ୍ଡ କିଭଳି ହୋଇଛି ତାହା ଜଣା ପଡିନାହିଁ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.