Below header

ସମ୍ବଲପୁର: ରେସ୍ତୋରାଁରେ ନିଆଁ, ଅଳ୍ପକେ ବର୍ତ୍ତିଲ ଗ୍ରାହକ

ସମ୍ବଲପୁର: ବୁଢାରାଜା ସ୍ଥିତ ମୋଗଲାଇ ରେସ୍ତୋରାଁରେ ଲାଗିଛି ନିଆଁ । ଏଲପିଜି ସିଲିଣ୍ଡରରୁ ଗ୍ୟାସ ଲିକ୍ କରି ନିଆଁ ହୋଟେଲରେ ବ୍ୟାପିଥିଲା। ଘଟଣା ସମ୍ପର୍କରେ ଅଇଁଠାପାଲ୍ଲୀ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସେପଟେ ଗ୍ରାହକମାନେ ନିଆଁ ଲାଗିବା ପରେ ସୁରକ୍ଷିତ ଭାବେ ସେଠାରୁ ଫେରି ଆସିଥିବାରୁ କାହାର କିଛି କ୍ଷତି ହୋଇନଥିବାର ସୂଚନା ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.