ଜଳିଗଲା କୁକୁଡା ଫାର୍ମ, ୨୦୦୦ କୁକୁ଼ଡା ଜୀବନ୍ତ ଦଗ୍ଧ

ବାଲେଶ୍ୱର : ହୁତୁ ହୁତୁ ହୋଇ ଜଳିଗଲା କୁକୁଡା ଫାର୍ମ। ନିଆଁରେ ୨ହଜାରରୁ ଉର୍ଦ୍ଧ୍ୱ କୁକୁଡା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବଡଗାଁରେ ଥିବା ଚନ୍ଦ୍ରକାନ୍ତ ରାଜଙ୍କ କୁକୁଡା ଫାର୍ମରେ ଗତକାଲି ନିଆଁ ଲାଗିଯାଇଥିଲା। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ବଦ୍ୟୁତ୍‌ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.