ଆଇପିଏଲ ମହାସମର, ଦିଲ୍ଲୀକୁ ହରାଇ ଚେନ୍ନାଇର ଲଗାତାର ଦ୍ୱିତୀୟ ବିଜୟ

ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ଅଭିଯାନ ଜାରି । ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଦିଲ୍ଲୀକୁ ୬ ଓ୍ଵିକେଟରେ ହରାଇ ଦ୍ୱିତୀୟ ବିଜୟ ହାସଲ କରିଛି ଧୋନୀ ଆଣ୍ଡ କୋ । ଦିଲ୍ଲୀର ୧୪୮ ରନର ଟାର୍ଗେଟକୁ ପିଛା କରୁଥିବା ଚେନ୍ନାଇ ୧୯ ଦଶମିକ ୪ ଓଭରରେ ୪ ଓ୍ଵିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଦଳ ପକ୍ଷରୁ ଓ୍ଵାଟସନ ୪୪ ଓ ଅଧିନାୟକ ଧୋନୀ ୩୨ ରନ କରି ଅପରାଜିତ ଥିଲେ । ପୂର୍ବରୁ ଦିଲ୍ଲୀ ୬ଓ୍ଵିକେଟ ହରାଇ ୧୪୭ ରନ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.