କରଞ୍ଜିଆ ଉପଖଣ୍ଡରେ ଶୀତର ପହିଲି ସ୍ପର୍ଶ, ରାତିରେ ଖସୁଛି ତାପମାତ୍ରା

କରଞ୍ଜିଆ(କେନ୍ୟୁଜ୍): ବର୍ଷା ଛାଡିବା ପରେ ରାଜ୍ୟରେ ପଡ଼ିଲାଣି ଶୀତ । ବିଭିନ୍ନ ସ୍ଥାନରେ ହାଲୁକା ଥଣ୍ଡା ଅନୁଭୂତ ହେଲାଣି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡରେ ପାଦ ଥାପିଛି ଶୀତ । ରାତିରେ ଖସୁଛି ତାପମାତ୍ରା । ଲୋକ ସାମାନ୍ୟ ଥଣ୍ଡା ଅନୁଭବ କଲେଣି । କୁହୁଡ଼ି ବି ପଡ଼ିଲାଣି । କରଞ୍ଜିଆ ଉପକଣ୍ଠର ଶୁକୃଳି, ରରୁଆ ଅଞ୍ଚଳରେ ପ୍ରବଳ କୁହୁଡ଼ି ପଡ଼ିଛି । କିଛି ସ୍ଥାନରେ ରାସ୍ତାଘାଟ ବି ଦୃଶ୍ୟମାନ ହେଉନି । ଥଣ୍ଡାରୁ ରକ୍ଷା ପାଇବାକୁ ନିଆଁ ପୁଇଁ ହେଉଛନ୍ତି ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.