Below header

ରାଉରକେଲା: ରାସ୍ତା ଉପରେ ଜୀଅନ୍ତା ମାଛ, ବନ୍ଦ ପାଳନ ବେଳେ ଓଲଟି ପଡ଼ିଲା ମାଛ ବୋଝେଇ ଗାଡ଼ି

ରାଉରକେଲା(କେନ୍ୟୁଜ୍):  ରାସ୍ତାରେ ଖେଳିଲେ ମାଛ । ବନ୍ଦ ପାଳନ ବେଳେ ଓଲଟି ପଡ଼ିଲା ମାଛ ବୋଝେଇ ଗାଡ଼ି । ଆଉ ମାଛ ନେବାକୁ ଲୋକମାନେ ଉଦ୍ୟମ କରିବା ବେଳେ ଘଟଣାସ୍ଥଳରେ ପୋଲିସ ସେମାନଙ୍କୁ ନିବୃତ୍ତ କରିଥିଲା । ଭାରତ ବନ୍ଦ ବେଳେ ରାଉରକେଲା ବିଶ୍ରା ଛକରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ । ରାସ୍ତା ଅବରୋଧରୁ ବର୍ତ୍ତିବା ପାଇଁ ଏକ ମାଛ ବୋଝେଇ ପିକ୍‌ଅପ ଭ୍ୟାନ ଦ୍ରୁତ ଗତିରେ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଗାଡ଼ିଟି ଓଲଟି ପଡ଼ିବାରୁ ଏଥିରେ ଥିବା ମାଛ ସବୁ ରାସ୍ତା ଉପରେ ବିଛାଡ଼ି ହୋଇ ପଡ଼ିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.