Below header

କଳାହାଣ୍ଡିର ପାଞ୍ଚ ଅଙ୍ଗନୱାଡି କେନ୍ଦ୍ରକୁ ମିଳିଲା ISO ମାନ୍ୟତା

କଳାହାଣ୍ଡି:  କଳାହାଣ୍ଡି ଜିଲ୍ଲାର ପାଞ୍ଚଟି ଅଙ୍ଗନୱାଡି କେନ୍ଦ୍ର ଆଇଏସଓ ମାନ୍ୟତା ମିଳିଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଳାହାଣ୍ଡି ଜିଲାପାଳ । ଏହାର ଶ୍ରେୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ବ୍ଲକ ଅଧିକାରୀ, ବେଦାନ୍ତ ପ୍ଲାଣ୍ଟ, ନନ୍ଦଘର ଟିମ ଓ କେପିଏମଜିକୁ ଦିଆଯାଇଛି ।

ଆଉ ଜିଲ୍ଲାପାଳଙ୍କ ଅନୁଯାୟୀ ଜିଲ୍ଲାର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଗୁଡିକର ଉନ୍ନତି କରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆଗକୁ ଏଦିଗରେ ୧୦୦ ପ୍ରତିଶତ ସଫଳତା ହାସଲ କରାଯିବା ନେଇ ଲକ୍ଷ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.