Below header

ବାଲେଶ୍ବର: କୋଇଲା ବୋଝେଇ ମାଲ ଗାଡି ଆଂଶିକ ମାଡ଼ରେ ଭାଙ୍ଗିଲା ମାର୍କୋଣା ଷ୍ଟେସନ ଫୁଟ ବ୍ରିଜ

ସୋର(କେନ୍ୟୁଜ୍): ମାର୍କୋଣା ଷ୍ଟେସନ ଫୁଟ ବ୍ରିଜ କୋଇଲା ବୋଝେଇ ମାଲ ଗାଡି ଧକ୍କାରେ ଭାଂଗିଲା । ଖବର ପାଇ ରେଳବାଇ pwd ପକ୍ଷରୁ ମରାମତି କାର୍ଯ୍ୟ ଚାଲିଛି । ଗତକାଲି ଦ୍ବିପ୍ରହର ଏକ ମାଲବାହୀ ଟ୍ରେନ ୨ ନମ୍ବର ପ୍ଲାଟଫର୍ମ ଦେଇ ଅତିକ୍ରମ କରୁଥିବା ବେଳେ ଟ୍ରେନରୁ ବାହାରିଥିବା ଭରିଲୁହା ମାଡ ଯୋଗୁଁ ଟ୍ରେନ ଲାଇନରେ ଥିବା ଫୁଟ ବ୍ରିଜ ଖୁଣ୍ଟ ବଙ୍କା ହୋଇ ଯାଇଥିଲା।

soro2

ଆଜି ରେଳବାଇ ପକ୍ଷରୁ ଫୁଟ ବ୍ରିଜର ମରାମତି ଚାଲିଛି । କିଛି ସମୟ ପାଇଁ ଯାତ୍ରୀମାନଙ୍କ ଯିବା ଆସିବାରେ ବାଧା ଉପୁଜିଥିଲା। ଯୁଦ୍ଧକାଳୀନ ଭିତରେ ବ୍ରିଜ୍ ମରାମତି କାମ ଚାଲିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.