ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାର ଆସିଲା ଫରେନ୍‌ସିକ୍‌ ରିପୋର୍ଟ, ଯାଞ୍ଚ ପାଇଁ ଫରିଦାବାଦ ଯିବ କମିଶନରେଟ୍‌ ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାର ଆସିଲା ଫରେନ୍‌ସିକ୍‌ ରିପୋର୍ଟ। ରିପୋର୍ଟ ଆଧାରରେ ବିସ୍ଫୋରଣର ଯାଞ୍ଚ ପାଇଁ ଫରିଦାବାଦ ଯିବେ କମିଶନରେଟ୍‌ ପୋଲିସ । ରିପୋର୍ଟ ଆଧାରରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.