୩ଦିନିଆ ରିମାଣ୍ଡରେ ଠକ ବିଲଡର ପର୍ଶୁରାମ କାଣ୍ଡି, ପୋଲିସକୁ ମିଳିଛି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଭୁବନେଶ୍ବର( କେନ୍ଯୁଜ୍): ୩ଦିନିଆ ରିମାଣ୍ଡରେ ଠକ ବିଲଡର ପର୍ଶୁରାମ କାଣ୍ଡି । ପର୍ଶୁରାମଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ରିମାଣ୍ଡ ସମୟରେ ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଦେବେନ୍ଦ୍ର ବେହେରା ନାମକ ଜଣେ ବ୍ୟକ୍ତିଙ୍କଠାରୁ ସେୟାର ମାର୍କେଟରେ ଲାଭ କରାଇ ଦେବାକୁ କହି ୨୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।

ସେପଟେ ପର୍ଶୁରାମ ଟଙ୍କା ଲଗାଇଥିବା ବିଭିନ୍ନ ସେୟାର ମାର୍କେଟ୍‌ ସଂସ୍ଥାକୁ ଚିଠି ଲେଖିବ ବରଗଡ ପୋଲିସ୍‌ । ପର୍ଶୁରାମଙ୍କ ଆକାଉଣ୍ଟ ଥିବା ସବୁ ବ୍ୟାଙ୍କ ମଧ୍ୟ ଚିଠି ଲେଖିବ । କେଉଁଠି କେତେ ଟଙ୍କା ଲଗାଇଛନ୍ତି ସେନେଇ ମଧ୍ୟ ଖୋଳତାଡ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.