Below header

କଟକ ଶିଖରପୁର ଅଞ୍ଚଳରେ ଓଲଟିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ

ଖୋର୍ଦ୍ଧା ଜଟଣୀରୁ କେନ୍ଦ୍ରାପଡା ଯାଉଥିଲା ଟ୍ରକ। ଟ୍ରକ ଥିଲା ପାଖାପାଖି ଦୁଇ ଶହରୁ ଉର୍ଦ୍ଧ୍ବ ଗ୍ୟାସ ଭର୍ତ୍ତି ସିଲିଣ୍ଡର। ଆଜି ଭୋର ସମୟରେ ଓଲଟିଛି  ଏହି ଟ୍ରକ।

କଟକ(କେନ୍ୟୁଜ୍): କଟକ ଶିଖରପୁର ଅଞ୍ଚଳରେ ୧୬ ନମ୍ବର ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ। ଖୋର୍ଦ୍ଧା ଜଟଣୀରୁ କେନ୍ଦ୍ରାପଡା ଯାଉଥିଲା ଟ୍ରକ। ଟ୍ରକ ଥିଲା ପାଖାପାଖି ଦୁଇ ଶହରୁ ଉର୍ଦ୍ଧ୍ବ ଗ୍ୟାସ ଭର୍ତ୍ତି ସିଲିଣ୍ଡର। ଆଜି ଭୋର ସମୟରେ ଓଲଟିଛି  ଏହି ଟ୍ରକ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ଚଉଳିଆଗଞ୍ଜ ଥାନା ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.