Below header

ସରକାର ଭାଙ୍ଗିଲେ କଲେଜ ପରିଚାଳନା କମିଟି, ସବୁ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜରେ ଭାଙ୍ଗିଲା ପରିଚାଳନା କମିଟି

କେନ୍ୟୁଜ୍(ବ୍ୟୁରୋ):  ସରକାର ଭାଙ୍ଗିଲେ କଲେଜ ପରିଚାଳନା କମିଟି । ସବୁ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜରେ ପରିଚାଳନା କମିଟି ଭାଙ୍ଗିଲା । ଏନେଇ ବିଜ୍ଞପ୍ତି ଜାରି କଲେ ରାଜ୍ୟ ସରକାର । ଜିଲ୍ଲା ମୁଖ୍ୟାଳୟରେ ଥିବା କଲେଜ ସଭାପତି ହେବେADM । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏଡିଏମ୍‌ ରହିବେ କଲେଜ ସଭାପତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.