ବଦଳିଲା ତାରିଖ, ୧୪ ପରିବର୍ତ୍ତେ ୨୮ ତାରିଖରୁ ସ୍କୁଲ ଯିବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା

କେନ୍ୟୁଜ୍(ବ୍ୟୁରୋ): ଘୁଞ୍ଚିଲା ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ସ୍କୁଲ ଆସିବା ତାରିଖ। ଆସନ୍ତା ୨୮ ତାରିଖରୁ ସ୍କୁଲ ଆସିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ । ଏନେଇ ଗଣଶିକ୍ଷା ସଚିବ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପୂର୍ବରୁ ୧୪ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ କ୍ଲାସରୁମା ପାଠପଢ଼ା ନେଇ ଘୋଷଣା ହୋଇଥିଲା ।

ପୂର୍ବ ଘୋଷଣା ଅନୁସାରେ, ୧୪ ତାରିଖରୁ ସ୍କୁଲ ଖୋଲିବ କିନ୍ତୁ  ପିଲାମାନେ ୨୮ ତାରିରୁ ପଢ଼ିବାକୁ ଆସିବେ । ୧୪ରୁ ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲ ଆସିବେ । ପୂର୍ବଭଳି ଅନଲାଇନ୍‌ କ୍ଲାସ ଜାରି ରହିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.