Browsing Tag

february

ଫେବ୍ରୁଆରୀ ୨୭ରେ ରାଜ୍ୟସଭା ନିର୍ବାଚନ,ରାଜ୍ୟର ଖାଲି ପଡିଥିବା ୩ଟି ଆସନ ପାଇଁ ଭୋଟ

ଭୁବନେଶ୍ୱର (କେନ୍ୟୁଜ): ଘୋଷଣା ହେଲା ରାଜ୍ୟସଭା ନିର୍ବାଚନ ତାରିଖ । ଫେବୃଆରୀ ୨୭ ତାରିଖକୁ ରାଜ୍ୟସଭା ନିର୍ବାଚନ ପାଇଁ ଚୟନ କରାଯାଇଛି । ଓଡ଼ିଶାର ଖାଲି ପଡିଥିବା ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଏହି ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । ନିର୍ବାଚନ ପାଇଁ…

ନୂଆବର୍ଷରେ ଟିଭି ଅପରେଟରଙ୍କ ପାଇଁ ଆସିଲା ଖରାପ ଖବର, ଏବେ ୩୦% ବଢ଼ିଯିବ DTH ଓ କେବୁଲ ବିଲ୍‌

ଆସିଲା ଦୂରସଞ୍ଚାର ନିୟାମକ ପ୍ରାଧିକରଣ ସଂସ୍ଥା ପକ୍ଷରୁ ବଡ଼ ଘୋଷଣା। ଦେଶରେ ଡିଜିଟାଲ ବ୍ୟବସ୍ଥାର ଗୁରୁତ୍ୱକୁ ବଢ଼ାଇବା ପାଇଁ ଟେଲିକମ୍‌ ରେଗୁଲେଟରୀ ଅଥରିଟି ଅଫ ଇଣ୍ଡିଆ ବା TRAI ପକ୍ଷରୁ ନିଆଯାଇଛି ଏକ ବଡ଼ ନିଷ୍ପତ୍ତି। ଏହାଦ୍ୱାରା ଟିଭି ଦର୍ଶକଙ୍କ ଉପରେ ପଡ଼ିବ ବଡ଼ ପ୍ରଭାବ। ଟେଲିକମ୍…

ବଦଳିଲା ତାରିଖ, ୧୪ ପରିବର୍ତ୍ତେ ୨୮ ତାରିଖରୁ ସ୍କୁଲ ଯିବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା

କେନ୍ୟୁଜ୍(ବ୍ୟୁରୋ): ଘୁଞ୍ଚିଲା ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ସ୍କୁଲ ଆସିବା ତାରିଖ। ଆସନ୍ତା ୨୮ ତାରିଖରୁ ସ୍କୁଲ ଆସିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ । ଏନେଇ ଗଣଶିକ୍ଷା ସଚିବ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପୂର୍ବରୁ ୧୪ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ କ୍ଲାସରୁମା…