ଭୁବନେଶ୍ୱର ନୟାପଲ୍ଲୀରୁ ଏୟାରପୋର୍ଟ ଗ୍ରୀନ୍‌ କରିଡର, ଏୟାର ଆମ୍ବୁଲାନ୍ସରେ ହାଇଦ୍ରାବାଦ ଯାଉଛନ୍ତି କୃତ୍ରିମ ଫୁସ୍‌ଫୁସ୍‌ ପ୍ରତିରୋପଣ ହୋଇଥିବା ଅଭୟ ଜେନା

ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀରୁ ଏୟାରପୋର୍ଟ ଗ୍ରୀନ୍‌ କରିଡର । ଭୁବନେଶ୍ୱରରୁ ହାଇଦ୍ରାବାଦ ଗଲେ ପୁରୀର ଅଭୟ ଜେନା । ଏୟାର ଆମ୍ବୁଲାନ୍ସରେ ତାଙ୍କୁ ହାଇଦ୍ରାବାଦ ନିଆଯାଉଛି ।

ପ୍ରତିରୋପଣ କାର୍ଯ୍ୟରେ ସହଯୋଗ ପାଇଁ ଡାକ୍ତର ସମ୍ବିତ ସାହୁଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌ ଉପସ୍ଥିତ ଅଛନ୍ତି । ଭୁବନେଶ୍ୱରରେ ତାଙ୍କର କୃତ୍ରିମ ଫୁସ୍‌ଫୁସ୍‌ ପ୍ରତିରୋପଣ ହୋଇଛି । କରୋନାରୁ ସୁସ୍ଥ ହେବା ପରେ ଫୁସ୍‌ଫୁସ୍‌ ସଂକ୍ରମଣ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.