Below header

ବଲାଙ୍ଗୀର: ମୋବାଇଲ ଚୋରୀକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ

ବଲାଙ୍ଗିର(କେନ୍ୟୁଜ୍):  ବଲାଙ୍ଗୀର ସହରରେ ପୁଣି ଗୋଷ୍ଠି ସଂଘର୍ଷ । ହତିଶାଲ ପଡାରେ ଗୋଷ୍ଠୀ ସଂଘର୍ଷ ଘଟି ୪ ଆହତ ହୋଇଛନ୍ତି । ଜଣେ ଗୁରୁତର ହୋଇଥିବାରୁ ତାଙ୍କୁ ବୁର୍ଲା ଡାକ୍ତର ଖାନାକୁ ଚିକିତ୍ସା ପାଇଁ ପଠାଯାଇଛି । ମୋବାଇଲ ଚୋରୀରୁ ଏହି ବିବାଦ ସୃଷ୍ଟି ହୋଇଥିବା ଜଣା ପଡ଼ିଛି । ବଲାଙ୍ଗୀର ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅୟତ୍ତ କରିବା ସହ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.