Below header

ଜମିବାଡି ବିବାଦରୁ ରକ୍ତାକ୍ତ ସଂଘର୍ଷ, ୧୦ ଆହତ

ଜମିବାଡି ବିବାଦରୁ ରକ୍ତାକ୍ତ ସଂଘର୍ଷ। ୨ଟି ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏଥିରେ ଉଭୟ ଗୋଷ୍ଠୀର ୧୦ଜଣ ଆହତ ହୋଇଛନ୍ତି । ତିହିଡ଼ି ଥାନା ଅନ୍ତର୍ଗତ ଗୁଆମାଳ ପଞ୍ଚାୟତ ମୋଡ଼ସାହିର ଘଟଣା ।

ଜମିବାଡି ବିବାଦରୁ ରକ୍ତାକ୍ତ ସଂଘର୍ଷ। ୨ଟି ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏଥିରେ ଉଭୟ ଗୋଷ୍ଠୀର ୧୦ଜଣ ଆହତ ହୋଇଛନ୍ତି । ତିହିଡ଼ି ଥାନା ଅନ୍ତର୍ଗତ ଗୁଆମାଳ ପଞ୍ଚାୟତ ମୋଡ଼ସାହିର ଘଟଣା ।

ଗାଁର ଭଞ୍ଜ କିଶୋର ପୃଷ୍ଟି ଓ ନାରାୟଣ ପୃଷ୍ଟିଙ୍କ ମଧ୍ୟରେ ପୂର୍ବରୁ ଜମିବାଡିକୁ ନେଇ ସଂଘର୍ଷ ଲାଗି ରହିଥିଲା । ଖବର ପାଇ ତିଡିଡି ପୋଲିସ୍‌ ପହଞ୍ଚି ତଦନ୍ତ କରୁଛି । ସମସ୍ତ ଆହତଙ୍କୁ ଭଦ୍ରକ ଓ ତିହିଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.