Below header

ଗଞ୍ଜାମ:ଚାଷ ଜମିକୁ ପାଣି ମଡାଯିବା ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ୧୫ରୁ ଉର୍ଦ୍ଧ୍ବ ଆହାତ

ଭଞ୍ଜନଗର(କେନ୍ୟୁଜ୍): ଚାଷଜମିକୁ ପାଣି ମଡାଯିବା ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ। ଉଭୟ ଗାଁର ୧୫ରୁ  ଉର୍ଦ୍ଧ୍ବ ଆହାତ ହୋଇଥିବାର ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ଚିଲିଖମା ଓ ଗୋଳବନ୍ଧ ଗାଁ ମଧ୍ୟରେ ଘଟିଛି ଏହି ଘଟଣା। ଉଭୟ ପକ୍ଷର ଆହତମାନେ ମାଣିତରା ଓ ବୁଗୁଡା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ଦିନ ଚାଷ ଜମିକୁ ପାଣି ମଡା ଘଟଣାକୁ ନେଇ ଚିଲିଖମା ଗାଁର ଲୋକେ ରାସ୍ତାରୋକ କରିଥିବା ବେଳେ ଗୋଳାବନ୍ଧ ଗାଁର ଲୋକେ ପ୍ରତିବାଦ କରିଥିଲେ।

group clash 12

ବୁଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହ ରବିବାର  ଦିନ ଉଭୟ ପକ୍ଷରୁ ଆପୋଷ ବୁଝାମଣା ସୁତ୍ରରେ ସ୍ଥାୟୀ ସମାଧନ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ତା ପରେ ଗୋଷ୍ଠୀ ସଂଘର୍ଷର ସୂତ୍ରପାତ ହେଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.