ଜିଆରଏସ୍ ଙ୍କୁ ମାରି ଫିଙ୍ଗିଦେଲେ, କିଏ ଓ କାହିଁକି ହତ୍ୟା କଲା କାରଣ ଅସ୍ପଷ୍ଟ

ମାରି ଫିଙ୍ଗିଦେଲେ। ଜିଆରଏସ୍ ଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ। ରେଢାଖୋଲ ଘୋଷରାମାଳ ପଞ୍ଚାୟତର GRS ଦୀନବନ୍ଧୁ ଦାସଙ୍କୁ ହତ୍ୟା କରାଯାଇଛି।

ରେଢାଖୋଲ (କେନ୍ୟୁଜ): ମାରି ଫିଙ୍ଗିଦେଲେ। ଜିଆରଏସ୍ ଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ। ରେଢାଖୋଲ ଘୋଷରାମାଳ ପଞ୍ଚାୟତର GRS ଦୀନବନ୍ଧୁ ଦାସଙ୍କୁ ହତ୍ୟା କରାଯାଇଛି। ଧାତୁକିମାଳ ଛକରେ ମାରି ପକାଇ ଦେଇ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ତେବେ କିଏ ଓ କାହିଁକି ହତ୍ୟା କଲା କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.