Below header

ଦାରିଙ୍ଗବାଡି : ଦାଣ୍ଡିମାହା ଗୁଞ୍ଜିଟି ଜଙ୍ଗଲରେ ଦେଶୀ ବନ୍ଧୁକ କାରଖାନା ଠାବ

ଦାରିଙ୍ଗବାଡି : ଦାଣ୍ଡିମାହା ଗୁଞ୍ଜିଟି ଜଙ୍ଗଲରେ ଦେଶୀ ବନ୍ଧୁକ କାରଖାନା ଠାବ କରିଛି ଦାରିଙ୍ଗବାଡି ପୋଲିସ । ଘଟଣାସ୍ଥଳରୁ ତିନୋଟି ବନ୍ଧୁକ ଜବତ ହୋଇଛି । ପୋଲିସ ଜଣଙ୍କୁ ଗିରଫ କରିଥିବାବେଳେ ଆଉ ଦୁଇଜଣ ଫେରାର ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.