କଳାହାଣ୍ଡିରେ ପାରଦ ତଳମୁହାଁ, ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକୁ ୟେଲୋ ଓ୍ଵାଣ୍ଣିଂ ଜାରି

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ଶୀତ ଲହରୀ ଜାରି । ପାରଦ ତଳମୁହାଁ । ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକୁ ୟେଲୋ ଓ୍ଵାଣ୍ଣିଂ ଜାରି କରାଯାଇଛି । ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ରହିଛି ୯ ଡିଗ୍ରୀ ସେଲସିୟସ ।

ଥୁଆମାଳ ରାମପୁର, ମଦନପୁର ରାମପୁର, ଲାଞ୍ଚିଗଡରେ ପ୍ରବଳ ଜାଡ ଅନୁଭୂତ ହୋଇଛି । ଶୀତରୁ ରକ୍ଷା ପାଇବାକୁ ଲୋକେ ମଣ୍ଣିଂ ଓ୍ଵାର୍କ କରିବା ସହ ବ୍ୟାୟାମ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.