ସୁବର୍ଣ୍ଣପୁରରେ ଲଗାଣ ବର୍ଷା ଜାରି, ବୀରମହାରାଜପୁର ରାସ୍ତାର ବିଜେପୁର ବ୍ରିଜ୍ ଉପରେ ୬ ଫୁଟ ଉଚ୍ଚରେ ପାଣି ପ୍ରବାହିତ

ସୁବର୍ଣ୍ଣପୁର(କେନ୍ୟୁଜ୍): ସୁବର୍ଣ୍ଣପୁର ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା । ବୀରମହାରାଜପୁର ରାସ୍ତାର ବିଜେପୁର ବ୍ରିଜ ଉପରେ ୬ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ପୋଲ ଉପରେ ପାଣି ଯାଉଥିବାରୁ ଯାତାୟତରେ ବାଧାପ୍ରାପ୍ତ ହେବା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ନଦୀ ଫୁଲୁଥିବାରୁ ଭୟଭୀତ ଅବସ୍ଥାରେ ଅଛନ୍ତି ନଦୀକୂଳିଆ ଲୋକ । ଧାନ କ୍ଷେତରେ ପାଣି ଜମିରହିଛି । ଲଗାଣ ବର୍ଷା ଯୋଗୁ କିଛି ସ୍ଥାନରେ କଚ୍ଚାଘର ଭାଙ୍ଗିଗଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.