ରତ୍ନଭଣ୍ଡାର ଖୋଲାଯିବା ମାମଲାରେ ହସ୍ତକ୍ଷେପ କଲେନାହିଁ ହାଇକୋର୍ଟ, କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଲେ

ରତ୍ନଭଣ୍ଡାର ସମ୍ପର୍କରେ କମିଟି ନିଷ୍ପତ୍ତି ନେବ । କମିଟିରେ ଇଞ୍ଜିନିୟର ଓ ସେବାୟତମାନେ ରହିବେ । ପ୍ରଥମେ ରତ୍ନଭଣ୍ଡାର ବାହାର ମରାମତି ହେବ । ତେବେ ଭିତର ରତ୍ନଭଣ୍ଡାର କେବେ ମରାମତି ହେବ, ସେନେଇ ମଧ୍ୟ କମିଟି ନିଷ୍ପତ୍ତି ନେବ। 

କଟକ(କେନ୍ୟୁଜ୍): ହାଇକୋର୍ଟରେ ରତ୍ନଭଣ୍ଡାର ଖୋଲାଯିବା ମାମଲାରେ ଆସିଲା ରାୟ । ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ । ୨ ମାସ ମଧ୍ୟରେ ଏକ କମିଟି ଗଠନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ରତ୍ନଭଣ୍ଡାର ସମ୍ପର୍କରେ କମିଟି ନିଷ୍ପତ୍ତି ନେବ । କମିଟିରେ ଇଞ୍ଜିନିୟର ଓ ସେବାୟତମାନେ ରହିବେ । ପ୍ରଥମେ ରତ୍ନଭଣ୍ଡାର ବାହାର ମରାମତି ହେବ । ତେବେ ଭିତର ରତ୍ନଭଣ୍ଡାର କେବେ ମରାମତି ହେବ, ସେନେଇ ମଧ୍ୟ କମିଟି ନିଷ୍ପତ୍ତି ନେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.