Below header

ରାଉରକେଲାରେ ଦୁର୍ଗା ପୂଜା ପେଣ୍ଡାଲରେ ହକି ବିଶ୍ୱକପ୍‌ର ସେଟ୍‌ଅପ୍‌: ପଡ଼ିଆ, ଖେଳାଳି ପାଲଟିଛନ୍ତି ଆକର୍ଷଣର କେନ୍ଦ୍ରବିନ୍ଦୁ

ରାଉରକେଲା(କେନ୍ୟୁଜ୍): ରାଉରକେଲାରେ ଦୁର୍ଗା ପୂଜା ପେଣ୍ଡାଲ ଗୁଡ଼ିକରେ ହକି ଫିଭର । ବିଭିନ୍ନ ପେଣ୍ଡାଲ ଗୁଡ଼ିକରେ ଆଗାମୀ ୨୦୨୩ ହକି ବିଶ୍ୱକପ୍‌ର ସେଟ୍‌ଅପ୍‌ । ହକି ବିଶ୍ୱକପ୍‌କୁ ନେଇ ଇସ୍ପାତ ସହରରେ ଉତ୍ସାହର ମାହୋଲ । ସହରରେ ମାଆ ଦୁର୍ଗାଙ୍କ ପୂଜା ପେଣ୍ଡାଲ ଗୁଡ଼ିକରେ କୃତ୍ରିମ ଖେଳ ପଡିଆ, ଖେଳାଳୀ ଶ୍ରଦ୍ଧାଳୁଙ୍କୁ ବେଶ ଆକର୍ଷିତ କରୁଛି ।

ହକି ବିଶ୍ୱକପ୍‌ ଆକୃତିର ପଡ଼ିଆ, ଖେଳାଳୀ ଓ ବିଶ୍ଵ କପ୍‌ ଲୋକଙ୍କ ମନରେ ହକି ପ୍ରତି ଥିବା ଉତ୍ସାହକୁ ବଢ଼ାଇ ଦେଇଛି । ୨ ଦିନ ଧରି ପାଗ ଶୁଖିଲା ରହିଥିବା ବେଳେ ଆଜି ସକାଳୁ ଝିପି ଝିପି ବର୍ଷା ଲାଗି ରହିଛି । ବର୍ଷା ସତ୍ତ୍ୱେ ଶ୍ରଦ୍ଧାଳୁ ଆକର୍ଷଣୀୟ ପୂଜା ପେଣ୍ଡାଲ ସବୁ ବୁଲି ଦେଖୁଛନ୍ତି । ଏନେଇ ସେଠାରେ ଅଧିକ ଆଲୋଚନା କରିଛନ୍ତି ରାଉରକେଲା ରିପୋର୍ଟର ଅନିଲ ମହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.