ଦୁଇ ବଖରା ଘର ପୋଡିପାଉଁଶ

କାଳ ବୈଶାଖୀ ପ୍ରଭାବରେ ବୈପାରୀଗୁଡା ବ୍ଲକ ଦୋରାଗୁଡା ପଞ୍ଚାୟତ ରଙ୍ଗିଣୀଗୁଡା ଗ୍ରାମର ଜୀରୁ ଖିଲଙ୍କ ଦୁଇ ବଖରା ଘର ନିଆଁ ଲାଗି ପୋଡିପାଉଁଶ ହେଇଯାଇଛି |

ବୈପାରୀଗୁଡା (କେନ୍ୟୁଜ):  କାଳ ବୈଶାଖୀ ପ୍ରଭାବରେ ବୈପାରୀଗୁଡା ବ୍ଲକ ଦୋରାଗୁଡା ପଞ୍ଚାୟତ ରଙ୍ଗିଣୀଗୁଡା ଗ୍ରାମର ଜୀରୁ ଖିଲଙ୍କ ଦୁଇ ବଖରା ଘର ନିଆଁ ଲାଗି ପୋଡିପାଉଁଶ ହେଇଯାଇଛି | ସୂଚନା ଅନୁସାରେ ଅପରାହ୍ନରେ ଜୀରୁ ଖିଲ ନିଜ ରୋଷେଇ ଘର ଚୁଲି ଲିଭାଇ ବାହାରେ ବସିଥିବା ସମୟରେ କଳା ମେଘ ସାଙ୍ଗକୁ ପ୍ରବଳ ପବନ ହେଇଥିଲା ଏବଂ ଚୁଲିରେ ଥିବା ପାଉଁଶ ରୁ କିଛି ନିଆଁ ପବନରେ ଉଡି ଘର ଚାଳରେ ଲାଗିଥିଲା |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.