Browsing Tag
house brunt
ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଦୁଇଟି ଘର, ଜଣେ ଆହତ
ବ୍ରହ୍ମପୁର(କେନ୍ୟୁଜ୍) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବଡ଼ ଡୁମୂଳା ପଞ୍ଚାୟତର ସାନ ଡୁମୂଳା ଗ୍ରାମରେ ଗ୍ୟାସ ସିଲିଣ୍ଡର ଫାଟି ଦୁଇଟି ଘର ଜଳିଯାଇଛି l ଗ୍ୟାସ ଲିକରୁ ଅଗ୍ନିକାଣ୍ଡ ଘଟି ଜେ, ବୁଲୁ ପାତ୍ର ଓ ଜେ, କାମା ପାତ୍ରଙ୍କ ଘର ଜଳିଯାଇଛି l ନିଆଁ ଲିଭାଇବାକୁ ଯାଇ ବୁଲୁ…
ଘରେ ଲାଗିଗଲା ନିଆଁ ଜୀବନ୍ତ ଦଗ୍ଧ ହୋଇଗଲେ ୨୫ ଉର୍ଦ୍ଧ୍ୱ ଛେଳି ଓ ୪ଟି ଗାଈ
ବାଲେଶ୍ୱର(କେନ୍ୟୁଜ): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତ ବଳବୁଧି ଗାଁ ରେ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଅଗ୍ନିକାଣ୍ଡରେ ଗାଁ ର କୈଳାସ ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କ ଘର ଓ ପାଳିତ ପଶୁ ମାନେ ନିଆଁରେ ଜଳି ଦଗ୍ଧ ହୋଇଯାଇଥିବା ଦେଖିବାକୁ ମିଳିଥିଲା…
ଦୁଇ ବଖରା ଘର ପୋଡିପାଉଁଶ
ବୈପାରୀଗୁଡା (କେନ୍ୟୁଜ): କାଳ ବୈଶାଖୀ ପ୍ରଭାବରେ ବୈପାରୀଗୁଡା ବ୍ଲକ ଦୋରାଗୁଡା ପଞ୍ଚାୟତ ରଙ୍ଗିଣୀଗୁଡା ଗ୍ରାମର ଜୀରୁ ଖିଲଙ୍କ ଦୁଇ ବଖରା ଘର ନିଆଁ ଲାଗି ପୋଡିପାଉଁଶ ହେଇଯାଇଛି | ସୂଚନା ଅନୁସାରେ ଅପରାହ୍ନରେ ଜୀରୁ ଖିଲ ନିଜ ରୋଷେଇ ଘର ଚୁଲି ଲିଭାଇ ବାହାରେ ବସିଥିବା ସମୟରେ କଳା ମେଘ…