ସ୍ୱପ୍ନାଦେଶ ପରେ ବାହାରିଲେ ନାଗରାଜ

ବ୍ରହ୍ମପୁର (କେ ନ୍ୟୁଜ୍‌) : ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଏସ୍. ଗୋପାଳପୁର ଗାଁରେ ଆଲୌକିକ ଘଟଣା । ସତ ହେଲା ସ୍ବପ୍ନ । ସ୍ୱପ୍ନାଦେଶ ପରେ ଗାଁର ନିର୍ଦ୍ଦିଷ୍ଟ ଜାଗାରୁ ମାଟି ଖୋଳା ହେଲା । ସେଠାରୁ ବାହାରିଲା ପିତଳ ନାଗ ସାପ । ଖାଲି ସେତିକି ନୁହେଁ ସେଠାରେ ବୁଲିଲା ସତ ସତିକା ନାଗ ସାପ । ଏବେ ଗାଁ ଲୋକେ ସେଠାରେ ପୂଜାର୍ଚ୍ଚନାରେ ଲାଗିଛନ୍ତି । ଚାଲିଛି ସଂକୀର୍ତ୍ତନ । ମନ୍ଦିର ତୋଳା କାମ ମଧ୍ୟ ଆରମ୍ଭ ହୋଇଛି ।

IMAGE-2

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.