ଭୁବନେଶ୍ୱର ନୟାପଲ୍ଲୀ IRC ଭିଲେଜ ହାଇସ୍କୁଲ ପଛପଟୁ କଙ୍କାଳ ଉଦ୍ଧାର

ଭୁବନେଶ୍ୱର : ପଲିଥିନ୍‌ରୁ ମିଳିଲା ମଣିଷ କଙ୍କାଳ। ଭୁବନେଶ୍ୱର ନୟାପଲ୍ଲୀ IRC ଭିଲେଜ ହାଇସ୍କୁଲ ପଛପଟୁ କଙ୍କାଳ ଉଦ୍ଧାର କରାଯାଇଛି। ୫ଟି ପଲିଥିନ୍‌ରେ ମଣିଷ କଙ୍କାଳ ଫିଙ୍ଗାଯାଇଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ଲୋକେ ଆଜି ସକାଳୁ ଖପୁରୀ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। କିଏ ଓ କାହିଁକି ଓ କେଉଁଠୁ ଏସବୁ ଆସିଲା ସେନେଇ ସ୍ଥାନୀୟଲୋକେ ଭୟଭୀତ ହୋଇପଡିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.