ସମ୍ପର୍କରେ କଳଙ୍କ : ସ୍ତ୍ରୀକୁ ଠେଙ୍ଗାରେ ମାରି ହତ୍ୟା କଲା ସ୍ୱାମୀ

ସ୍ତ୍ରୀକୁ ଠେଙ୍ଗାରେ ମାରି ହତ୍ୟା କଲା ସ୍ୱାମୀ। ସ୍ୱାମୀ ସହ ଦୁଇ ଜଣକୁ ଅଟକ ରଖିଛି ପୋଲିସ।

ରାୟଗଡ଼ା : ସ୍ୱାମୀ ସ୍ତ୍ରୀ ସମ୍ପର୍କରେ କଳଙ୍କ। ସ୍ତ୍ରୀକୁ ଠେଙ୍ଗାରେ ମାରି ହତ୍ୟା କଲା ସ୍ୱାମୀ। ସ୍ୱାମୀ ସହ ଦୁଇ ଜଣକୁ ଅଟକ ରଖିଛି ପୋଲିସ। ଟିକିରି ଥାନା ଅନ୍ତର୍ଗତ ଡି. କରଳ ଗ୍ରାମରେ ଘଟିଛି ଏଭଳି ଘଟଣା। ମୃତକ ଶାପାଇ ମାଝିଙ୍କ ଶବ ଜବତ କରିବା ସହିତ ଅଭିଯୁକ୍ତ ସ୍ୱାମୀ ମାଲିକି ମାଝିକୁ ଅଟକ ରଖି ପଚରା ଉଚରା କରି ତଦନ୍ତ କରୁଛି ଟିକିରି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.