ସୁନ୍ଦରଗଡ : ସ୍ତ୍ରୀକୁ ମାରି ସ୍ୱାମୀର ଆତ୍ମହତ୍ୟା

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଗଣୁଆ ଗାଁରେ ଅଘଟଣ । ସ୍ତ୍ରୀକୁ ମାରି ସ୍ୱାମୀର ଆତ୍ମହତ୍ୟା । ଗାଁର ପ୍ରଦୀପ ପେଣ୍ଠେଇ ଓ ତାଙ୍କ ସ୍ତ୍ରୀ ରେବତୀ ପେଣ୍ଠେଇଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା । ପରେ ଉତ୍ୟକ୍ତ ହୋଇ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିଲା ସ୍ୱାମୀ । ଘଟଣା ସମ୍ପର୍କରେ ଜଣାପଡିବା ପରେ କୋଇଡା ପୋଲିସକୁ ଖବର ଦିଆଯାଇଥିଲା । ହେଲେ ପୋଲିସ୍ ପହଞ୍ଚିବା ପୂର୍ବରୁ ପ୍ରଦୀପ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.