ରାଜଧାନୀରେ ପୁଣି ପାରିବାରିକ କଳହରୁ ଗଡିଲା ମୁଣ୍ଡ : ସ୍ତ୍ରୀକୁ ପିଟିପିଟି ବୀଭତ୍ସ ଭାବେ ହତ୍ୟା କଲା ସ୍ୱାମୀ

ଭୁବନେଶ୍ବର(କେନ୍ୟୁଜ): ପୁଣି ରାଜଧାନୀରେ ହତ୍ୟାକାଣ୍ଡ । ପାରିବାରିକ କଳହକୁ ନେଇ ପୁଣି ରାଜଧାନୀରେ ହତ୍ୟାକାଣ୍ଡ । ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । ସହିଦନଗର ଥାନା ବାସୁଆଘାଇ ଅଞ୍ଚଳରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ ।

ଅଭିଯୁକ୍ତ ସ୍ୱାମୀ ସୌଭାଗ୍ୟ ରଞ୍ଜନ ଦାସକୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ସୌଭାଗ୍ୟ ରଞ୍ଜନ ଦାସ ପୂର୍ବରୁ ବିବାହ କରିଥିଲା । ପ୍ରଥମ ସ୍ତ୍ରୀଙ୍କୁ ନିର୍ଯାତନା ଦେଉଥିବାରୁ ସେ ଛାଡି ପଳାଇଛନ୍ତି । ତେବେ ମୃତକ ଲିଲି ଦାସ ହେଉଛନ୍ତି ସୌଭାଗ୍ୟଙ୍କ ଦ୍ୱିତୀୟ ପତ୍ନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.