Below header

କେନ୍ଦୁଝର : ମହିଳାଙ୍କୁ ନିଆଁରେ ପୋଡି ହତ୍ୟା ଅଭିଯୋଗ

କେନ୍ଦୁଝର : ମହିଳାଙ୍କୁ ନିଆଁରେ ପୋଡି ହତ୍ୟା ଅଭିଯୋଗ । ମୃତକ ହେଲେ କେନ୍ଦୁଝର ଆନନ୍ଦପୁରର କୋଇଲିପାଳ ଗାଁର ଲିଜା ଦେହୁରୀ । ଲିଜାଙ୍କୁ ତାଙ୍କ ସ୍ୱାମୀ ପ୍ରଫୁଲ୍ଲ ନାୟକ ପେଟ୍ରୋଲ ଢାଳି ନିଆଁ ଲଗାଇ ପୋଡି ଦେଇଥିବା ତାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି । ଲିଜା କିଛି ଦିନ ହେବ ତାଙ୍କ ବାପଘରେ ରହୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.