Below header

ତପ୍ତପାଣି ବସ ଦୁର୍ଘଟଣାର ମିଳିଲା ମୃତକଙ୍କ ପରିଚୟ

କେନ୍ଯୁଜ (ବ୍ୟୁରୋ) : ତପ୍ତପାଣି ଘାଟିରେ ବସ୍‌ ଦୁର୍ଘଟଣାରେ ମୃତ ବ୍ୟକ୍ତି ମାନଙ୍କ ପରିଚୟ ମିଳିଛି। ମୃତକମାନେ ହେଲେ ପୁଟବଗଡ଼ର ଝୁନୁ ବେହେରା, ରାୟଗଡ଼ା ଜେକେପୁରର ବିଦ୍ୟୁତ ନାୟକ, ପୁରୁଷୋତ୍ତମପୁରର ଏଲ୍‌. ରମେଶ ବେହେରା, କବିସୂର୍ଯ୍ୟନଗରର କରିସ୍ମା ନାୟକ, ବ୍ରହ୍ମପୁରର ସୁନୀଲ ନାୟକ, କରପଡ଼ାର ସୁବାସିନୀ ମହାରଣା, ରାୟଗଡ଼ାର ସଂଘମିତ୍ରା ମହାପାତ୍ର ଓ ଅନେ୍ଵଷା ମହାପାତ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.