ସୁବର୍ଣ୍ଣପୁର: ବେଆଇନ ବନ୍ଧୁକ ନିର୍ମାଣ ଓ କାରବାର କରୁଥିବା ଦୁଇ ଅଭିଯୁକ୍ତ ଗିରଫ

ବେଆଇନ ବନ୍ଧୁକ ନିର୍ମାଣ ଓ କାରବାର କରୁଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ସୁବର୍ଣ୍ଣପୁର ପୋଲିସ । ସେମାନେ ହେଲେ ବୌଦ୍ଧ ବଗିଚା ସାହିର ନିର୍ମଳ ଯୋଶୀ ଓ କୁସଙ୍ଗ ଗାଁର ରମେଶ ବେହେରା । ତେଲନଦୀ ସେତୁ ନିକଟରୁ ଜଣେ ଚୋରା ବନ୍ଧୁକ ଚାଲାଣକାରୀକୁ ଧରିବା ପରେ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି ପୋଲିସ । ବୌଦ୍ଧ ଜିଲ୍ଲା କୁସଙ୍ଗ ଗାଁର ବନ୍ଧୁକ ନିର୍ମାଣକାରୀ କାରିଗରକୁ ଗିରଫ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.