Browsing Tag

subarnpur

ଐତିହାସିକ ପୀଠର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠିତ ହୋଇଯାଇଛି ରାଣୀଝୁଲା ମହୋତ୍ସବ ୨୦୨୫

ସୁବର୍ଣ୍ଣପୁର: ଧିରେ ଧିରେ ଆକର୍ଷିତ ହେଉଛି ଐତିହାସିକ ରାଣିଝୁଲା ପାହାଡ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ରହିଥିବା ଐତିହାସିକ ରାଣୀଝୁଲାକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ପୁର୍ବରୁ କେବଳ ପ୍ରାକୃତିକ ବନାନି ମଧ୍ୟରେ ପାହାଡରେ ଆକର୍ଷଣୀୟ ଗୁମ୍ଫା ରହହିଥିବାବେଳେ…

ଟିକିଏ ଭିନ୍ନ ଆକର୍ଷଣ ରଖେ ସତ୍ୟ ବାବା ପୀଠ, ଉନ୍ନତିକରଣ ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ସୁବର୍ଣ୍ଣପୁର: ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ପାହାଡ ଉପରେ ସତ୍ୟ ବାବା ପୀଠରେ ଚାଲିଛି ପୂଜା ଆରାଧନା । ଏହି ପୂଜାରେ ସାମିଲ ହେବାକୁ କାହିଁ କେତେ ଦୂରରୁ ଶ୍ରଦ୍ଧାଳୁମାନେ ଧାଇଁ ଆସିଛନ୍ତି । ଏହି ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲି ପଂଚାୟତ ଅନ୍ତର୍ଗତ ପଣଡକିଟାଲ ଜାମଖୋଲ ସତ୍ୟ…

ଶୁଖିବାରେ ଲାଗିଛି ଚିରସ୍ରୋତା ମହାନଦୀ, ଚିନ୍ତାରେ ଲୋକେ

ସୁବର୍ଣ୍ଣପୁର: ଖରାଦିନ ଆସିବା ପୂର୍ବରୁ ମହାନଦୀର ସ୍ରୋତ କମିବାରେ ଲାଗିଛି । ଶୁଖିଲା ମହାନଦୀକୁ ନେଇ ନଦୀ ପାଶ୍ଵବର୍ତି ଲୋକଙ୍କ ଜୀବନ ଜିବିକା ପ୍ରଭାବିତ ହୋଇ ପଡିଛି । ଦିନକୁ ଦିନ ମହାନଦୀର ଜଳ ପ୍ରବାହ କମି କମି ଆସୁଥିବା ବେଳେ ଲୋକଙ୍କ ପାନୀୟ ଜଳସହ ଚାଷ ବାସରେ ମଧ୍ୟ ତାର ପ୍ରଭାବ ପଡିଛି ।…

ଘରକୁ ପଶିଲା କାର୍, ଗାଡ଼ି ଭିତରୁ ବାହାରିଲା ୧୮୪ କେଜି ଗଞ୍ଜେଇ

ସୁବର୍ଣ୍ଣପୁର : ଗାଡ଼ିଟି ଘରେ ଧକ୍କା ଦେଇ ଘର ଭାଙ୍ଗିବା ସହ ଗାଡ଼ିର ସାମ୍ନାପଟ ଭାଙ୍ଗିରୁଜି ଚୁର୍ମାର୍ ହୋଇଯାଇଛି । ଏ କାଣ୍ଡ ଦେଖି ଅନୁମାନ କରାଯାଉଛି କି କୌଣସି ନିଶାସକ୍ତ ଡ୍ରାଇଭରର କାମ । କାହିଁକି କିଏ ବା ଏମିତି ରାସ୍ତାରେ ଯିବା ବେଳେ ଓଲଟି ଘର ଉପରେ ଗାଡ଼ି ଆଣି ଚଢ଼ାଇବ । ସେ ପୁଣି ଭୋରୁ…

ପାନୀୟ ଜଳ ଯୋଗାଣ ଦାବିରେ ବିଭାଗୀୟ କାର୍ଯ୍ୟାଳୟରେ ପହଞ୍ଚିଲେ ମହିଳା

ସୁବର୍ଣ୍ଣପୁର(କେନ୍ୟୁଜ୍‌): ପାନୀୟ ଜଳ ଯୋଗାଣ ଦାବିରେ ବିଭାଗୀୟ କାର୍ଯ୍ୟାଳୟରେ ସମ୍ମୁଖରେ ଧାରଣାଦେଲେ । ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଝାରବାହାଲି ଗାଁର ମହିଳାମାନେ ଆଜି ଏଭଳି କିଛି ଦାବିନେଇ ଜିଲ୍ଲା ସଦର ମହକୁମାସ୍ଥିତ ଜଳ ଓ ପରିମଳ ବିଭାଗ କାର୍ଯ୍ୟାଳୟରେ ପହଞ୍ଚିଲେ । ଗାଁରେ ବର୍ଷା…

ହାତରେ ନୁହେଁ ପାଦର ସ୍ପର୍ଶରେ ଜୀବନ ପାଉଛି ଚିତ୍ରକଳା, ଚର୍ଚ୍ଚାରେ ରାଧେଶ୍ୟାମ

ସୁବର୍ଣ୍ଣପୁର: ସୁନ୍ଦର ଚିତ୍ର ଦେଖିଲେ ଆଖି ଲାଖି ଯାଉଛି । ସେ ଦୃଶ୍ୟ ଦେଖିବା ପାଇଁ ଆପଣଙ୍କ ପାଦ ବି ସେହିଠାରେ ଅଟକିଯିବ । ଆପଣ ମଧ୍ୟ ଥରୁଟିଏ ଚାହିଁବାକୁ ବାଧ୍ୟ ହେବେ । ତେବେ ଆପଣ ଅନେକ ପ୍ରତିଭାବାନ ଚିତ୍ରକର ଦେଖିଥିବେ ଯେଉଁମାନେ ହାତରେ ଅତି ସୁନ୍ଦର ଭାବରେ ଚିତ୍ର ଆଙ୍କିପାରନ୍ତି ।…

ଦୀର୍ଘ ୩୦ ଦିନ ହେଲା ଧାରଣାରେ ବସିଛନ୍ତି ପ୍ରାଣୀ ପ୍ରାଣୀ ଚିକିତ୍ସକ, ଯାହାକୁ ନେଇ ଚିନ୍ତାରେ ଗୋପାଳକ

ଦିନେକି ଦୁଇଦିନ ନୁହେଁ ଆଜକୁ ଦୀର୍ଘ ୩୦ ଦିନ ହେଲା ଧାରଣାରେ ବସିଛନ୍ତି ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର । ଓଡିଶା ପ୍ରାଣୀ ସେବାସଂଘ ଡାକରାରେ ୪ଦଫା ଦାବୀ ପୁରଣ ନେଇ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ଆଗରେ ଧାରଣା ଦେଇଛନ୍ତି । ଦାବୀ ପୁରଣ କରାନହେବା ପର୍ଯ୍ୟନ୍ତ ଧାରଣାରୁ…

ପରିତ୍ୟକ୍ତ କୁଅରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

ସୁବର୍ଣ୍ଣପୁର(କେନ୍ୟୁଜ): ବୀରମହାରାଜପୁରରେ ନିଖୋଜ ମହିଳାର ମୃତଦେହ ଉଦ୍ଧାର । ଗଳକାଟି ହତ୍ୟା ସନ୍ଦେହ । ପରିତ୍ୟକ୍ତ କୁଅରୁ ମୃତ ଦେହ ଉଦ୍ଧାର କରାଯାଇଛି । ବୀରମହାରାଜପୁର ଥାନା ହିଳୁଙ୍ଗ ଗାଁରେ ଘଟିଛି ଅଘଟଣ। ମୃତକ ହେଲେ ହିଲୁଙ୍ଗ ଗାଁର ଶୋଭା ଭୋଇ । ସେ ଗତ ସନ୍ଧ୍ୟାରୁ ନିଖୋଜ ଥିଲେ ।…

ବଦଳିଗଲା ଶିଶୁ ! ତୁମର ପୁଅ ହୋଇଛି କିନ୍ତୁ କିଛି ସମୟ ପରେ ଆସି ଝିଅ ହେଇଛି କହି ହାତରେ ଧରାଇଦେଲେ ଶିଶୁକନ୍ୟାକୁ

ସୁବର୍ଣ୍ଣପୁର (କେନ୍ୟୁଜ) : ପୁଣି ଚର୍ଚ୍ଚାରେ ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନା । ଗତ କିଛିଦିନ ପୁର୍ବରୁ ହସ୍ପିଟାଲ ନବଜାତ ଶିଶୁକନ୍ୟା ଚୋରୀ ଅଭିଯୋଗ ଆସିଥିବାବେଳେ ଏବେ ପୁଣି ନବଜାତ ଶିଶୁ ଚୋରୀ ହୋଇଥିବାନେଇ ଅଭିଯୋଗ ଆସିଛି । ଅଭିଯୋଗ ଅନୁସାରେ ଉଲୁଣ୍ଡା ବ୍ଲକ ଗଣ୍ଡପାଲି ଗାଁର ବନିତା…