Below header

ଭାରସାମ୍ୟ ହରାଇ ଗଛରେ ପିଟିହେଲା ଇଣ୍ଡିକା ଗାଡି; ୨ ମୃତ, ୩ ଗୁରୁତର

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭାପୁର ମହୁଲପୁଞ୍ଜି ରାସ୍ତାରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି ଇଣ୍ଡିକା ଗାଡି । ଫଳରେ ଗାଡିରେ ଯାଉଥିବା ୫ ଜଣଙ୍କ ମଧ୍ୟରୁ ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି।

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭାପୁର ମହୁଲପୁଞ୍ଜି ରାସ୍ତାରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି ଇଣ୍ଡିକା ଗାଡି । ଫଳରେ ଗାଡିରେ ଯାଉଥିବା ୫ ଜଣଙ୍କ ମଧ୍ୟରୁ ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସା ଭର୍ତ୍ତି କରାଯଇଛି । ଏମାନେ ଖୋର୍ଦ୍ଧା ଅଞ୍ଚଳରୁ ଭୋଜି କରିବାକୁ ଆସି ଥିବା ବେଳେ ଏଭଳି ଦୁର୍ଘଟଣାର ଶୀକାର ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.