ଭାରସାମ୍ୟ ହରାଇ ରାସ୍ତାରେ ଥିବା ଡିଭାଇଡ଼ରକୁ ଧକ୍କା ଦେଲା ଇନୋଭା କାର: ଜଣେ ମୃତ , ଜଣେ ଗୁରୁତର

ସୁନ୍ଦରଗଡ଼ (କେନ୍ୟୁଜ): ଭାରସାମ୍ୟ ହରାଇ ରାସ୍ତାରେ ଥିବା ଡିଭାଇଡ଼ରକୁ ଧକ୍କା ଦେଲା ଇନୋଭା କାର। ରାଉରକେଲା ଯାଉଥିବା ବେଳେ ଦୁର୍ଘଟଣା ମୃତକ ଏବଂ ଆହତଙ୍କ ପରିଚୟ ମିଳିନାହିଁ। ଗାଡିର ବେଗ ବହୁତ ଅଧିକ ଥିବାରୁ ଡିଭାଇଡ଼ର ରେ ପିଟି ହେବା ପରେ ରାସ୍ତା କଡ଼କୁବପ୍ରାୟ ୫୦୦ ମିଟର ପଶିଯାଇଛି ଏବଂ ଗଛକୁ ମଧ୍ୟ ଧକ୍କା ଦେଇଛି। ଘଟଣା ସ୍ଥଳରେ କାଁଶବାହାଲ ପୋଲିସ ପହଁଚି ଗୁରୁତର କୁ ଡାକ୍ତରଖାନା ପଠାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.