Below header

କିଟ୍‌ ବିଶ୍ୱବିଦ୍ୟାଳୟ ଉଦଘାଟନ ହେଲା ସର୍ବଭାରତୀୟ ଇନଟର ୟୁନିଭରସିଟି ଇନଟର ଜୋନ ଚେସ ଚାମ୍ପିୟନସିପ୍‌

କେନ୍ୟୁଜ୍(ବ୍ୟୁରୋ):ଭୁବନେଶ୍ୱର କିଟ୍‌ ବିଶ୍ୱବିଦ୍ୟାଳୟ ଅନ୍ତର୍ଜାତିୟ ଚେସ ହଲ୍‌ରେ ସର୍ବଭାରତୀୟ ଇନଟର ୟୁନିଭରସିଟି ଇନଟର ଜୋନ ଚେସ ଚାମ୍ପିୟନସିପ୍‌  ଉଦଘାଟନ ହୋଇଛି । ଏହି ଅବସରରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କ ସମେତ କିଟ୍‌ କ୍ରୀଡ଼ା ନିର୍ଦ୍ଦେଶକ ଡକ୍ଟର ଗଗନେନ୍ଦୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଡ.ସାମନ୍ତ ତାଙ୍କ ଅଭିଭାଷଣରେ ପାଠ ସହ ଖେଳର ଗୁରୁତ୍ୱ ଦର୍ଶାଇ ଥିଲେ । ଟୁର୍ଣ୍ଣାମେଣ୍ଟରେ ୧୬ଟି ବିଶ୍ୱବିଦ୍ୟାଳୟର ୧୬ଟି ଟିମ୍‌ ଭାଗ ନେଇଛନ୍ତି । ଆଜିଠୁ ୧୮ରୁ ୨୧ ତାରିଖ ଯାଏଁ ୪ ଦିନ ଧରି ଏହା ଚାଲିବ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.