Below header

ଇଣ୍ଟରନ୍ୟାସନାଲ ସାନ୍ତାଳି ବ୍ଲଗର ଲବ୍‌ ହାସଁଦା: ମାତ୍ର ୨୫ବର୍ଷ ବୟସରେ ଦେଶ ବାହାରକୁ ଯାଇ ଆଦିବାସୀ ପରମ୍ପରାର କରୁଛନ୍ତି ପ୍ରଚାର

ବାରିପଦା(କେନ୍ୟୁଜ୍):ଇଣ୍ଟରନ୍ୟାସନାଲ ସାନ୍ତାଳି ବ୍ଲଗର ଲବ୍‌ ହାସଁଦା । ମୟୂଭରଞ୍ଜ ଜିଲ୍ଲା ଶରତ ବ୍ଲକ ସାଲାଇପୁଖୁରି ଗାଁର ଲବ ହାସଁଦା ଆଫ୍ରିକାକୁ ଯାଇ ବ୍ଲଗ କରୁଛନ୍ତି । ମାତ୍ର ୨୫ବର୍ଷ ବୟସରେ ଦେଶ ବାହାରକୁ ଯାଇ ଆଦିବାସୀ ପରମ୍ପରା ବିଷୟରେ ପ୍ରଚାର କରୁଛନ୍ତି ।

ଛୋଟ ବେଳୁ ପାଠ ପଢିବା ପାଇଁ ଆଗ୍ରହ ଥିଲେ ମଧ୍ୟ ଅର୍ଥ ଅଭାବରୁ ITI ଅଧାରୁ ଛାଡିଦେଇଥିଲେ । ଏବେ ଆଦିବାସୀ ପରମ୍ପରାକୁ ବାହାର ଦେଶରେ ପ୍ରଚାର ପ୍ରସାର କରିବାରେ ଲାଗିଛି। ଆଫ୍ରିକାର ୭ଟି ଦେଶକୁ ଯାଇ ୧୦ଟି ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ଭେଟିଛନ୍ତି । ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ପଙ୍କଜିନୀ ଟୁଡୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.